www.samajalive.in
Saturday, December 6, 2025
16.1 C
Bhubaneswar

ଅଦ୍ଭୁତ କ୍ୟାମେରାମ୍ୟାନ୍; ଦେଖନ୍ତୁ କେମିତି କରୁଛନ୍ତି ସୁଟିଂ..

ଦେଖନ୍ତୁ ଏହି ଭିଡିଓକୁ । ନିଶ୍ଚୟ ଏହି ଭିଡିଓକୁ ଦେଖି ଆପଣଙ୍କୁ ହସ ଲାଗୁଥିବ । କାରଣ ବାଳକଟିର ଭିଡିଓ କରିବାର ଶୈଳୀ କିଛି ଭିନ୍ନ । ଗୀତର ତାଳେ ତାଳେ ଯେମତି ସେ ତାର କାମକୁ ଅତି ନିଖୁଣ ଭାବେ କରୁଛି । ତାର କାମରେ ସେ ବ୍ୟସ୍ତ ରହିଛି ।

କେତେବେଳେ ତଳେ ଗଡ଼ି ଯାଉଛି ତ ପୁଣି କେତେବେଳେ ନିଜକୁ ସମ୍ପୂର୍ଣ୍ଣ ଭାବେ ହଲାଇ ଭିଡିଓ ସୁଟ୍ କରୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି । ଭିଡିଓଟିକୁ ଜଣେ ଆଇଏସ୍ ଅବନୀଶ ସରଣ ସେୟାର କରିଥିବା ବେଳେ କ୍ୟାପସନରେ ଅଦ୍ଭୁତ କ୍ୟାମେରା ମ୍ୟାନ୍ ବୋଲି ଲେଖିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories