www.samajalive.in
Saturday, December 6, 2025
19.1 C
Bhubaneswar

୨୦୦ ମିଟର ଧସିଲା ନଦୀ ବନ୍ଧ

ସାକ୍ଷୀଗୋପାଳ: ପୁରୀ ସଦର ବ୍ଲକ ନିକଟସ୍ଥ ଯମରସୁଆଁ ଗ୍ରାମ ନିକଟରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆ ନଈ ବନ୍ଧ ପ୍ରାୟ  ୨୦୦ ମିଟର ଧସିଯାଇଛି l  ଏହି ବନ୍ଧ ପୂର୍ବରୁ ମଧ୍ୟ  ଦୁଇ ଥର ଦବି ସାରିଛି l  ଏହାକୁ ପୁରୀ ଜଳ ସମ୍ପଦ ବିଭାଗ ତରଫରୁ ୨ ଥର ମରାମତି କରାଯାଇଥିଲା । ହେଲେ ବର୍ତ୍ତମାନ ପୁଣି ବନ୍ଧଟି ଧସିଥିବା ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତି ବର୍ତ୍ତମାନ ନାହିଁ l ବନ୍ୟା ସମୟରେ ଏହି ନଦୀ ବନ୍ଧ ଭୁଶୁଡିଥିଲେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିଥାନ୍ତା l  ବାରମ୍ବାର ବନ୍ଧ ଭୁଶୁଡି ପଡ଼ିବାକୁ ନେଇ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories