www.samajalive.in
Sunday, December 7, 2025
16.1 C
Bhubaneswar

ଜୁନ୍‍ ମାସରୁ ମହଙ୍ଗା ହେବ ସିମେଣ୍ଟର ମୂଲ୍ୟ

ଚେନ୍ନାଇ : ସାଧାରଣ ଜନତାଙ୍କ ଉପରେ ବିଭିନ୍ନ ଖାଦ୍ୟ ଜିନିଷ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବୃଦ୍ଧି ପରେ ଏବେ ପୁଣି ଆଉ ଏକ ମହଙ୍ଗା ମାଡ ହେବାକୁ ଯାଉଛି । ଆସନ୍ତ ମାସରେ ସିମେଣ୍ଟର ଦାମ୍‍ ରେ ବୃଦ୍ଧି ସର୍ବ ସାଧାରଣଙ୍କୁ ଏକ ବଡ ଝଟକା ଦେବ । ଇଣ୍ଡିଆ ସିମେଣ୍ଟ , ସିମେଣ୍ଟର ମୂଲ୍ୟରେ ୫୫ ଟଙ୍କା ବୃଦ୍ଧି କରିବା ପାଇଁ ଯୋଜନା କରିଛି । କମ୍ପାନୀ ଶୁକ୍ରବାର କହିଛି, ଏହି ବୃଦ୍ଧି ଏକାସହ ହେବ ନାହିଁ । ଇଣ୍ଡିଆ ସିମେଣ୍ଟର ଉପାଧ୍ୟକ୍ଷ ଏମଡି ଏନ ଶ୍ରୀନିବାସନ କହିଛନ୍ତି, ଏକ ଜୁନ୍‍ ରୁ ସିମେଣ୍ଟ ପ୍ରତି ବସ୍ତା ୨୦ଟଙ୍କା,୧୫ ଜୁନରେ ୧୫ଟଙ୍କା ଓ ଏକ ଜୁଲାଇରେ ୨୦ ଟଙ୍କା ବୃଦ୍ଧି କରାଯିବ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories