ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩,ସଙ୍ଗରୋଧରୁ ୮ ଓ ସ୍ଥାନୀୟ ୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୭୪କୁ ବୃଦ୍ଧି ପାଇଛି। ୧୨,୭୮,୫୬୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 12th April
New Positive Cases: 14
Of which 0-18 years: 3
In quarantine: 8
Local contacts: 6(Details of local contacts will be shared by concerned District)
1. Balasore: 2
2. Balangir: 3
3. Deogarh: 1
4. Gajapati: 1— I & PR Department, Odisha (@IPR_Odisha) April 13, 2022
5. Kendrapada: 2
6. Sonepur: 1
7. Sundargarh: 4New recoveries: 21
Cumulative tested: 30969465
Positive: 1287874
Recovered: 1278569
Active cases: 130— I & PR Department, Odisha (@IPR_Odisha) April 13, 2022
୭ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨, ବଲାଙ୍ଗୀର ୩, ଦେଓଗଡ ୧, ଗଜପତି ୧, କେନ୍ଦ୍ରାପଡା ୨, ସୋନପୁର ୧, ସୁନ୍ଦରଗଡ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.