www.samajalive.in
Thursday, December 11, 2025
27.1 C
Bhubaneswar

ଓମିକ୍ରନର ଦୁଇ ନୂଆ ଉପ ପ୍ରଜାତି ଚିହ୍ନଟ

ବ୍ଲୁମବର୍ଗ: କରୋନାର ଓମିକ୍ରନ ପ୍ରଜାତି ଭୂତାଣୁର ଦୁଇଟି ଉପପ୍ରଜାତିକୁ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି। ଚିହ୍ନଟ ଦୁଇଟି ଉପ ପ୍ରଜାତିକୁ ବିଏ.୪ ଓ ବିଏ.୫ ନାମିତ କରାଯାଇଛି। ପୂର୍ବରୁ ବିଏ.୧ ଓ ବିଏ.୨ ନାମରେ ଓମିକ୍ରନର ଦୁଇଟି ଉପପ୍ରଜାତି ଚିହ୍ନଟ ହୋଇଥିଲା। ବୈଜ୍ଞାନିକ ଦଳର ସଦସ୍ୟ ଟୁଲିଓ ଡି ଓଲିଭିରା କହିଛନ୍ତି ଯେ ନୂଆ ଉପ ପ୍ରଜାତି କେବଳ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ନାହିଁ। ବରଂ ଏହା ବିଭିନ୍ନ ଦେଶରୁ ସଂଗୃହୀତ ନମୁନାର ଚିହ୍ନଟ ହୋଇଛି। ଏହି ଉପ ପ୍ରଜାତି ଭୂତାଣୁର ସଂକ୍ରମଣ ବେଗ ଓ ମୃତ୍ୟୁ ହାର ବହୁତ କମ୍। ଏଥିରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡି ନଥାଏ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories