www.samajalive.in
Thursday, December 11, 2025
23.1 C
Bhubaneswar

ଇମ୍ରାନ-ବାଜୱା ସମ୍ପର୍କ

ଇମ୍ରାନ ଖାଁ କ୍ଷମତାକୁ ଆସିବା ପରେ ଦେଶର ସାମରିକ ମୁଖ୍ୟ ଜେନେରାଲ କ୍ୱାମର୍‍ ବାଜୱାଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ପରିଚାଳନାକୁ ନେଇ ମତଭେଦ ପରେ ଦେଶର ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ବାଜୱା ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଇମ୍ରାନଙ୍କ ପ୍ରଭାବ ହ୍ରାସ କରିବାକୁ ସେନାର ଜଣେ ବ୍ୟକ୍ତି ବ୍ରିଗେଡ଼ିୟର ଇଜାଜ୍‍ ଶାହଙ୍କୁ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଭାବେ ଅଧିଷ୍ଠିତ କରାଇଥିଲେ। ଇଜାଜ୍‍ ଆଇଏସ୍‍ଆଇରେ କାର୍ଯ୍ୟ କରୁଥିବା ସମୟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଅଭିଯାନ ଚଳାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ନିଜ ଦେଶରେ ପାକିସ୍ତାନ ରାଷ୍ଟ୍ରଦୂତ ଭାବେ ଅନୁମତି ଦେଇନଥିଲା ଅଷ୍ଟ୍ରେଲିଆ। ସେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‍ ଲାଡେନ୍‍କୁ ସୁରକ୍ଷା ପ୍ରଦାନ କରିବା ଏବଂ ବେନଜୀର ଭୁଟ୍ଟୋଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୋଗ ଆସିଥିଲା। ଏଭଳି ପରିସ୍ଥିତିରେ ଇମ୍ରାନ ଖାଁ ସାରା ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲେ ଯେ ସେ ଦେଶର ସାମରିକ ବାହିନୀ ହାତରେ ସଖି କ​‌େ​‌ଣ୍ଢଇ ହୋଇ ରହିନାହାନ୍ତି କିମ୍ବା ସେଭଳି ହେବାକୁ ଚାହାନ୍ତିନାହିଁ। ଶେଷରେ ଇମ୍ରାନ ଖାଁଙ୍କ ଅଭିଯୋଗ ଯେ ତାଙ୍କୁ ବହିଷ୍କାର କରିବାକୁ ଆମେରିକା ଷଡଯନ୍ତ୍ର କରିଛି, ତାହାକୁ ବାଜୱା ଖଣ୍ଡନ କରିଛନ୍ତି। ଇମ୍ରାନ ଚୀନ ପ୍ରତି ନିଜ ଆନୁଗତ୍ୟ ପ୍ରକାଶ କରୁଥିବା ସମୟରେ ବାଜୱା ଆମେରିକା ସହିତ ସମ୍ପର୍କ ଅଧିକ ମଜଭୁତ କରିବା ସପକ୍ଷରେ ମତ ରଖିଛନ୍ତି। ଏଭଳି ପରିସ୍ଥିତି ପୂର୍ବରୁ ପାକିସ୍ତାନରେ ଲକ୍ଷ୍ୟ କରାଯାଇନଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories