www.samajalive.in
Monday, December 8, 2025
27.1 C
Bhubaneswar

ରେଳବାଇରେ ସୌର ଇଞ୍ଜିନ ବ୍ୟବହାର ବିଷୟକୁ ଖଣ୍ଡନ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱର କେତେକ ଦେଶରେ ରେଳବାଇରେ ସୌରଚାଳିତ ଇଞ୍ଜିନ କରାଯାଉଥିବା ବେଳେ ଭାରତରେ ଡିଜେଲ ଓ ବିଦ୍ୟୁତ୍‍ ଚଳିତ ଇଞ୍ଜିନ ସ୍ଥାନରେ ସୌରଚାଳିତ ଇଞ୍ଜିନ ବ୍ୟବହାର ହେବା ନେଇ କୌଣସି ପ୍ରସ୍ତାବ ନ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏହା କହିଛନ୍ତି।

ପର୍ଯ୍ୟାୟ କ୍ରମେ ଡିଜେଲ ଓ ବିଦ୍ୟୁତ୍‍ ଚାଳିତ ଇଞ୍ଜିନଗୁଡ଼ିକୁ ପ୍ରତ୍ୟାହାର କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜେଲ ଓ ବିଦ୍ୟୁତ ଚାଳିତ ଇଞ୍ଜିନ ଗୁଡ଼ିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବା ବିଷୟରେ କେବେ ଚିନ୍ତା କରାଯାଇ ନାହିଁ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories