ରାଜ୍ୟରେ କରୋନା ; ୨୦୦ରେ ସୀମିତ ଦୈନିକ ସଂକ୍ରମଣ
ଭୁବନେଶ୍ୱର :ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି।୨୪ ଘଣ୍ଟାରେ ଆଉ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୮, ସଙ୍ଗରୋଧରୁୁ ୮୬, ସ୍ଥାନୀୟ ୫୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୩୪୯କୁ ବୃଦ୍ଧି ପାଇଛି। ୧୨,୭୪,୦୪୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୧୬୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 1st March
New Positive Cases: 143
Of which 0-18 years: 28
In quarantine: 86
Local contacts: 57(Details of local contacts will be shared by concerned District)
1. Angul: 8
2. Balasore: 11
3. Bargarh: 1
4. Bhadrak: 2
5. Balangir: 1
6. Boudh: 3
7. Cuttack: 8— I & PR Department, Odisha (@IPR_Odisha) March 2, 2022
23. Sonepur: 6
24. Sundargarh: 9
25. State Pool: 2New recoveries: 314
Cumulative tested: 29358741
Positive: 1285349
Recovered: 1274048
Active cases: 2163— I & PR Department, Odisha (@IPR_Odisha) March 2, 2022
୨୪ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୩, କଟକ ୮, ଗଜପତି ୨୦, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୪,ଝାରସୁଗୁଡା ୧୦, କନ୍ଧମାଳ ୧, କେନ୍ଦ୍ରାପଡା ୧୩, ଖୋର୍ଦ୍ଧା ୮, କୋରାପୁଟ ୬, ମୟୁରଭଞ୍ଜ ୭, ନବରଙ୍ଗପୁର ୪, ନୟାଗଡ ୨, ପୁରୀ ୨, ରାୟଗଡା ୧, ସମ୍ବଲପୁର ୧୧, ସୋନପୁର ୬, ସୁନ୍ଦରଗଡ ୯, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.