www.samajalive.in
Friday, December 12, 2025
19.1 C
Bhubaneswar

ବନବିଭାଗ ଦ୍ବାରା କୁଟୁରା ଛୁଆ ଉଦ୍ଧାର

ଲକ୍ଷ୍ମୀପୁର: କୋରାପୁଟ ବନଖଣ୍ଡ ଅଧୀନସ୍ଥ ଲକ୍ଷ୍ମୀପୁର ବନାଞ୍ଚଳ ଅନ୍ତର୍ଗତ ନିରାଣିଗୁଡାରୁ ଶୁକ୍ରବାର ଏକ କୁଟୁରା ଛୁଆକୁ ଉଦ୍ଧାର କରାଯାଇଛି। କୁଟୁରା ଛୁଆକୁ ଉଦ୍ଧାର ପରେ ଲକ୍ଷ୍ମୀପୁର ଅଣାଯାଇ ତା’ର ଚିକିତ୍ସା କରାଯାଇଥିଲା। ଏହାପରେ କୁଟୁରା ଛୁଆକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

ଆଜି କୁଟୁରା ଛୁଆକୁ କୁକୁରମାନେ ଗୋଡାଇବାରୁ ଗାଁ ଭିତରକୁ ଆସି ଜଣଙ୍କ ଘରେ ପଶି ଯାଇଥିଲା। ଖବର ପାଇ ବନ ବିଭାଗ ପକ୍ଷରୁ କୁଟୁରା ଛୁଆକୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଅଣାଯାଇଥିଲା। ସେଠାକାର ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯିବାପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories