www.samajalive.in
Monday, December 8, 2025
24.1 C
Bhubaneswar

କନିଷ୍ଠ ଗ୍ରନ୍ଥାଗାରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ନିରପକ୍ଷେ ତଦନ୍ତ ପାଇଁ ଦାବି ଜଣାଇଲା ଉତ୍କଳ ଗ୍ରନ୍ଥାଗାରିକ ସଂଘ

ଭୁବନେଶ୍ବର: ଓଡିଶା କନିଷ୍ଠ ଗ୍ରନ୍ଥାଗାରିକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟପାକ ଅନିୟମିତତା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ଉତ୍କଳ ଗ୍ରନ୍ଥାଗାରିକ ସଂଘ ପକ୍ଷରୁ ଭୁବନେଶ୍ୱର ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସଏସସି)ସଚିବ ଅକ୍ଷୟ କୁମାର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦାରୁଠେଙ୍ଗ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା ପରିଚାଳିତ ଓଡିଶା କନିଷ୍ଠ ଗ୍ରନ୍ଥାଗରିକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟପାକ ଭାବରେ ଅନିୟମିତତା ହୋଇଥିଲା। ଏହାର ନିରପେକ୍ଷ ତଦନ୍ତ ଓ ସ୍ବଚ୍ଛ ଭାବେ ପରୀକ୍ଷା ପରିଚାଳନା ପାଇଁ ସଂଘ ପକ୍ଷରୁ ଡ.ବାନାମ୍ବର ସାହୁ, ଅବିନାଶ ଦାଶ, ନିରଞ୍ଜନ ମହାପାତ୍ର, ଗଣେଶ୍ୱର ରାଉତ, ମନୋଜ କୁମାର ସାହୁ, ପ୍ରେମାନନ୍ଦ ପ୍ରଧାନ, ଦୁର୍ଗାମାଧବ ତରାଇ, ଯୋଗେଶ୍ବର ମହାରଣା ପ୍ରମୁଖ ଦାବି କରିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories