www.samajalive.in
Thursday, December 11, 2025
15.1 C
Bhubaneswar

ପଞ୍ଚାୟତ ନିର୍ବାଚନ: ଗ୍ରାମାଞ୍ଚଳରେ ସବୁ ଜମୁଛି ନେତାଙ୍କ ଭିଡ

ବୌଦ୍ଧ: ପଞ୍ଚାୟତ ନିର୍ବାଚନରେ ଏବେ ଗ୍ରାମାଞ୍ଚଳରେ ସବୁ ନେତାଙ୍କ ଭିଡ ଜମୁଛି। ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରତି ପରିବାରକୁ ଭେଟି ମୁଣ୍ଡପିଛା ଭୋଟ ନେଇ ମୂଲଚାଲ ଆରମ୍ଭ କରୁଥିବା ଦେଖାଯାଇଛି। ଜିଲାପରିଷଦ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବାବେଳେ ସାଂସଦ ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉମାତ୍ର ଦୁଇଦିନ ବାକି ରହିଛି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ତିନୋଟି ଜୋନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଅଧିକରୁ ଅଧିକ ଭୋଟରଙ୍କୁ ଭେଟି ଶେଷ ନିବେଦନ କରୁଥିବା ଦେଖିବାକୁ ମିଳୁଅଛି। ଏଥର ନିର୍ବାଚନରେ ହିଂସାତ୍ମକ ଘଟଣା ମଧ୍ୟ ଅଧିକ ହେଉଥିବା ଜଣାଯାଇଛି। ତେଣୁ ପୁଲିସ ଓ ଅବକାରୀ ବିଭାଗ ସତର୍କ ନରହିଲେ ଜିଲାରେ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମାପନ ହେବା କଷ୍ଟକର ହୋଇପଡିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories