www.samajalive.in
Monday, December 8, 2025
24.1 C
Bhubaneswar

କପ୍ କହୁଛି କଥା- ସ୍ୱାସ୍ଥ୍ୟ ବିଷୟରେ ଦେଉଛି ପରାମର୍ଶ

 

ସାମାଜିକ ଗଣମାଧ୍ୟମର ଏକ ସୁନ୍ଦରିଆ କପ୍‌ଟିକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରଥମେ ଦୁବାଇର ଜଣେ ମହିଳା ଏହି କପ୍‌ର ଫଟୋ ଅପଲୋଡ କରିଥିଲେ। ଖବର ସଂଲଗ୍ନ ଫଟୋଟିକୁ ଦେଖିଲେ ଜାଣିପାରିବେ ଯେ କପ୍‌ଟି ପ୍ରକୃତରେ କେଉଁ କଥା କହୁଛି..।

- Advertisement -

ଚା’ ପିଇବାବେଳେ ଏଭଳି କପ୍‌ଟେ ହାତରେ ଥିଲେ, ଜଣେ ନିଶ୍ଚୟ କମ୍ ଚିନି ବ୍ୟବହାର କରିବ। ପେଟର ଚର୍ବି ଦେଖାଉଥିବା ଏହି କପ୍‌ଟି ଏକ ନିର୍ଦିଷ୍ଟ ବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି।

ମିଠା ଚିନିର ଚା’ କାହାର ପସନ୍ଦ ନୁହେଁ ଯେ, କିନ୍ତୁ ଅଧିକ ଚିନି ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏଣୁ ଚିନି କମ୍ ବ୍ୟବହାର କରିବାକୁ ଏହି ସୁନ୍ଦରିଆ କପ୍‌ଟି ପରାମର୍ଶ ଦେଉଛି।

ଦୁବାଇର ସପିଙ୍ଗ ମଲ୍‌ରେ ଏଭଳି ସୁନ୍ଦର ଡିଜାଇନର କପ୍ ମିଳୁଛି। ଏହି ପେଟ ଆକୃତିର କପ୍‌୍ର ମୂଲ୍ୟ ୬୦୦ ଟଙ୍କା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories