ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ପ୍ରଶାସନ ତରଫରୁ ମଙ୍ଗଳବାର ଦିନ ସ।ପ୍ତହିକ ବଜାରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଜାରାର ସମସ୍ତ ବ୍ୟବସାୟୀ ମାନଙ୍କୁ ମାକ୍ସ ପିନ୍ଧିବା ପାଇଁ କହିବା ସହ କରୋନା ଟିକା ନେଇଥିବା ପ୍ରମାଣ ପତ୍ର ଯାଂଚ କରିଥିଲେ। ଏଥିରେ ସ୍ଥାନୀୟ ତହସିଲଦାର ଆର୍ତତ୍ରାଣ ର୍ଥାଟୀ, ରାଜସ୍ୱ ନିରିକ୍ଷକ ଗାୟତ୍ରୀ ପଧାନ, ଥାନାଥିକାରୀ ସନୟ ନାୟକ ,ସରପଂଚ ଦୁଲ୍ଲଭ ସେଠ,ଗ୍ର.ପ ନିର୍ବାହୀ ଅଧିକାରୀ ଉପେନ୍ଦ୍ର ପଧାନ, ଗ୍ରାମ ରୋଜଗାର ସେବକ ପଂଚାନନ ରଣା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



