www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ରାଜ୍ୟରେ ବିଜେଡିର ଆନ୍ଦୋଳନ, ଆଜି କଟକ ଆରଡିସି ଅଫିସ ଘେରିବେ ବିଜେଡି ଛାତ୍ର, ଯୁବ ଓ ମହିଳା ସଂଗଠନ,କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନର ସବୁ ବ୍ଲକ୍‌ରେ ମଧ୍ୟ ହେବ ଆନ୍ଦୋଳନ

ଓୱେସିଙ୍କ ଚେତାବନୀ: ସିଏଏ ଉଚ୍ଛେଦ କର, ନହେଲେ ଶାହିନବାଗ ଘଟଣାର ପୁନରାବୃତ୍ତି ଘଟିବ

- Advertisement -

ରାଜ୍ୟରେ ୧୭୧ ନୂଆ ସଂକ୍ରମିତ ଚିହ୍ନଟ

ସଂଗରୋଧରୁ ୯୮ ଓ ସ୍ଥାନୀୟ ସଂକ୍ରମିତ ୭୩ ଜଣ

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୩୪ ଜଣ ଥିବା ଜଣାଯାଇଛି

ଅନୁଗୁଳରୁ ୧, ବାଲେଶ୍ୱର ୫, ବରଗଡ ୧, ବଉଦ ୩, କଟକ ୧୦, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୭, ଜଗତସିଂହପୁର ୧, ଯାଜପୁର ୭ ଓ ଝାରସୁଗୁଡାରେ ୨ ଜଣ ଚିହ୍ନଟ

କଳାହାଣ୍ଡିରେ ୨, କେନ୍ଦ୍ରାପଡା ୪, କେନ୍ଦୁଝର ୧, ଖୋର୍ଦ୍ଧା ୭୬, ମୟୁରଭଞ୍ଜ ୫, ପୁରୀ ୫, ରାୟଗଡା ୧, ସମ୍ବଲପୁର ୧୩, ସୋନପୁର ୧, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୧୮ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୨୭୧ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୨୨୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଦେଶରେ ଚିହ୍ନଟ ହେଲେ ୮୪୮୮ ନୂଆ ସଂକ୍ରମିତ; ୨୪୯ ମୃତ

ସେହି ସମୟ ମଧ୍ୟରେ ୧୨,୫୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ସଂପ୍ରତି ୧,୧୮,୪୪୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଏପର୍ଯ୍ୟନ୍ତ ୧୧୬.୮୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ପଠାନକୋଟ ସେନା ଛାଉଣୀ ଫାଟକ ନିକଟରେ ଗ୍ରେନେଡ ବିସ୍ଫୋରଣ

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories