www.samajalive.in
Monday, December 8, 2025
24.1 C
Bhubaneswar

୧୦ ରୁ ୨ହଜାର ଟଙ୍କିଆ ନୋଟ୍‍ ରେ ସଜାଯାଇଛି ମା’ଙ୍କ ମନ୍ଦିର

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ନେଲ୍ଲୋର ସ୍ଥିତ କନୟାକା ପରମେଶ୍ୱରୀଙ୍କ ମନ୍ଦିରରେ ଦଶହରା ଅବସରରେ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରାରେ ଫୁଲ ଆକୃତି କରି ସଜା ଯାଇଛି। ଏହି ମନ୍ଦିରରେ ବର୍ଷର ଭିନ୍ନ ଭିନ୍ନ ସମୟରେ ଦେବୀଙ୍କ ବିଭିନ୍ନ ରୂପର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ଦଶହରା ନବରାତ୍ର ସମୟରେ ଦେବୀଙ୍କୁ ଧନର ଦେବୀ ଧନଲକ୍ଷ୍ମୀଙ୍କ ରୂପରେ ପିନ୍ଧାଯାଇଥାଏ। ଏହାସହ ଦେବୀମା’ଙ୍କର ପୂଜାର୍ଚ୍ଚନା କରାଯାଇଥାଏ।
ପ୍ରାୟ ୧୦୦ ରୁ ଅଧିକ ସ୍ୱୟଂସେବକମାନେ ୫ କୋଟି ଓ ୧୬ ଲକ୍ଷ ମୂଲ୍ୟର ଟଙ୍କା ସହ ମନ୍ଦିରକୁ ସଜାଇବା ପାଇଁ ଅନେକ ସମୟ ଲାଗି ଥିଲା। ସଜାଇବା ପାଇଁ ୨ ହଜାର ଟଙ୍କିଆ, ୫ଶହ ଟଙ୍କିଆ, ୨୦୦ ଶହ ଟଙ୍କିଆ, ଶହେ ଟଙ୍କିଆ, ୫୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ବ୍ୟବହାର ହୋଇଛି।
ରିପୋର୍ଟ ଅନୁଯାୟୀ, ୨୦୨୦ରେ ତେଲେଙ୍ଗାନାରେ କନୟାକା ପରମେଶ୍ୱରୀଙ୍କ ମନ୍ଦିରରେ ଦଶହରା ଉତ୍ସବ ସମୟରେ ୧ କୋଟିରୁ ଅଧିକ ଟଙ୍କାର ନୋଟ୍‍ ରେ ସଜା ଯାଇଥିଲା। ଏହାସହ ପୂର୍ବଥର ମାଳା ଓ ପୁଷ୍ପଗୁଚ୍ଛ ତିଆରି କରିବା ପାଇଁ ୧,୧୧,୧୧୧ ଟଙ୍କା ମୂଲ୍ୟର ବିଭିନ୍ନ ରଙ୍ଗର ଟଙ୍କାର ବ୍ୟବହାର କରାଯାଇଥିଲା।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories