www.samajalive.in
Friday, December 5, 2025
27.1 C
Bhubaneswar

ଜମି ଜମା ବିବାଦରୁ ୨ ଭାଇଙ୍କୁ ହତ୍ୟା, ଉତ୍ୟକ୍ତ ଲୋକଙ୍କର ରାସ୍ତା ରୋକ

କମର୍ଦ୍ଦା: ଭୋଗରାଇ ବ୍ଲକର ହରିଣକୁଲୀ ଗ୍ରାମରେ ଜମି ଜମା ବିବାଦରୁ ୨ ଜଣ ଭାଇଙ୍କୁ ହତ୍ୟା କରାଯାଇଛି । ଦୁର୍ଗା ଶଙ୍କର ନାମକ ଅଭିଯୁକ୍ତ ମାରଣାସ୍ତ୍ରରେ ପିତାମ୍ବର ଗିରିଙ୍କ ଦୁଇପୁଅ ମଧୁ ଓ ନାରାୟଣଙ୍କୁ ଆକ୍ରମଣ କରିଥିଲା । ଏହାପରେ ଏହି ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।ମହିଳା ମାନେ ଅଭିଯୁକ୍ତ ଦୂର୍ଗାଶଙ୍କର ଘରକୁ ଘେରି ରହିଥିଲେ।ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।ମୃତଦେହକୁ ରାସ୍ତାରେ ରଖି ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାକୁ ପ୍ରାୟ ଦୁଇ ଘଣ୍ଟା ଅବରୋଧ କରାଯାଇଥିଲା।

ପରିବାରକୁ ସହାୟତା ପ୍ରଦାନ ସହ ଅଭିଯୁକ୍ତକୁ କୋଠର କାର୍ଯ୍ୟାନୁଷ୍ଠାନ। ଜଲା ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ସହିତ ତାଙ୍କ ପରିବାରର ଦୁଇ ଭାଇର ଦୁଇଜଣ ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକରି ଯୋଗାଇ ଦେବା ପ୍ରତିିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା । ପୁଲିସ ଅଭିଯୁକ୍ତ ଦୁର୍ଗାଶଙ୍କରକୁ ଗିରଫ କରିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories