www.samajalive.in
Thursday, December 11, 2025
16.1 C
Bhubaneswar

ଅବକାରୀ ବିଭାଗ ପକ୍ଷରୁ ମଦ ଜବତ ; ଜଣେ ଗିରଫ

ବୌଦ୍ଧ : ବୌଦ୍ଧଜିଲା ଅବକାରୀ ବିଭାଗ ପକ୍ଷରୁ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ଗ୍ରାମରେ ମଦ ବିକ୍ରି ହେଉଥିବା ଖବର ପାଇ ଏକ ଟିମ ଚଢାଉ କରି ୪୪ ଲିଟର ଦେଶୀ ମଦ ଜବତ କରିବା ସହିତ ୨୩ ଲିଟର ବିୟର ଜବତ କରିଛି। ଏଥିସହିତ ଏହି କାରବାରରେ ଜଡିତ ଥିବା ଅଭିଯୋଗରେ ଉଦୟ ନାଥ ସାହୁ ନାମକ ଜଣେ ବ୍ୟକ୍ତିକୁୁ ଗିରଫ କରିଛି। ଚଢାଉରେ ଅବକାରି ଇନ୍ସିପେକ୍ଟର ସାଗରିକା ପ୍ରଧାନ,ସବ ଇନ୍ସିପେକ୍ଟର ରମେଶ ମହାନ୍ତି,ରୂପେଶ ମୁଖୀ ପ୍ରମୁଖ ସାମିଲଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories