www.samajalive.in
Tuesday, December 9, 2025
15.1 C
Bhubaneswar

ଡେଙ୍ଗୁ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୩୮ ନମ୍ବର ୱାର୍ଡରେ ଡେଙ୍ଗୁ ସଚେତନତା ଶୋଭାଯାତ୍ରା ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆମ୍ବପୁଅ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ସତ୍ୟନାରାୟଣ ଦାଶ ଯୋଗ ଦେଇଥିଲେ। ଜଳେଶ୍ବରଖଣ୍ଡି ଅଞ୍ଚଳର ବିଭିନ୍ନ ସାହି ବୁଲି ଡେଙ୍ଗୁ ରୋଗର କାରଣ, ଲକ୍ଷଣ ଏବଂ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ମହିଳା ସ୍ବାସ୍ଥ୍ୟକର୍ମୀ ଅମ୍ବିକା ପାତ୍ର, ଅଙ୍ଗନବାଡ଼ି କର୍ମୀ ବାଳା ନାୟକ,ସସ୍ମିତା ନାୟକ,ଗୀତା ସାହୁ, ଉମା ମହାରଣା, ଭି ଦୃଶିଳା ଦୋରା, ଆଶାକର୍ମୀ ସଂଧ୍ୟାରାଣୀ ମହାନ୍ତି, ମିନାକ୍ଷୀ ବେହେରା,  ମିଲିଦେବୀ ନାୟକ, ଗେଲି ଦେବୀଙ୍କ ସମେତ ଅଙ୍ଗନବାଡି ସହାୟିକା ଏବଂ ମହିଳା ଆରୋଗ୍ୟ ସମିତି ସଦସ୍ୟମାନେ ଭାଗ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories