www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ, କେଉଁ ଦିନରେ ମନ୍ଦିର ଗଲେ ମିଳେ ଶୁଭ ଫଳ

ମନ୍ଦିର ଯିବା ଏକ ଧାର୍ମିକ କାର୍ଯ୍ୟ ଅଟେ। ମାତ୍ର ନିୟମିତ ମନ୍ଦିର ଯିବା ସଭିଁଙ୍କ ନିମନ୍ତେ ସମ୍ଭବ ହୋଇନଥାଏ। କିଛି ଏପରି ଗୁରୁତ୍ୱପୂର୍ଣ୍ଣ ଦିନ ରହିଛି ଯେଉଁ ଦିନ ମନ୍ଦିର ଯିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଏହି ଦିନରେ ମନ୍ଦିର ଗଲେ ଆମକୁ ବହୁ ଶୁଭ ଫଳ ମିଳିଥାଏ।
ଏକାଦଶୀ – ଏକାଦଶୀ ଦିନ ମନ୍ଦିର ଗଲେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯେଉଁ ମନେ ପ୍ରତିଦିନ ମନ୍ଦିର ଯାଇପାରନ୍ତି ନାହିଁ, ସେମାନେ ଏକାଦଶୀ ଦିନ ବିଷ୍ଣୁଙ୍କ ମନ୍ଦିର ଗଲେ ବହୁ ଶୁଭ ଫଳ ମିଳିଥାଏ ତଥା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।
ମଙ୍ଗଳବାର – ଏହି ବାରରେ ହନୁମାନଙ୍କ ମନ୍ଦିର ଯାଇ ବୁନ୍ଦି ଭୋଗ କଲେ ଜୀବନର କଷ୍ଟ ଦୂର ହେବା ସହ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ଶୁକ୍ରବାର – ଏହି ବାରରେ ମା’ଲକ୍ଷ୍ମୀଙ୍କ ମନ୍ଦିରକୁ ହଳଦୀରେ ଅରୁଆ ଚାଉଳ ମିଶାଇ ମନ୍ଦିର ନେଇ ଯାଆନ୍ତୁ, ତଥା ନିଜ ଘରେ ମଧ୍ୟ ସେହି ଚାଉଳକୁ ମା’ଙ୍କ ପାଖେ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ ଓ ଆର୍ଥିକ କ୍ଷେତ୍ରରେ ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଶନିବାର – ଏହି ବାରରେ ମନ୍ଦିରରେ ତେଲ ଦୀପ ଦାନ କଲେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ନିୟମିତ ତୁଳସୀ ଗଛରେ ପାଣି ଦେବା ଉଚିତ। ଏହା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତି ରହିଥାଏ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories