www.samajalive.in
Sunday, December 7, 2025
14.1 C
Bhubaneswar

ଏବିଭିପି ଓଡିଶାର ପ୍ରାନ୍ତ ସହ ସଂଗଠନ ସମ୍ପାଦକ ହେଲେ ଶଶୀକାନ୍ତ

ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ପ୍ରାନ୍ତ ସହ ସଂଗଠନ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି ଗଞ୍ଜାମ ଓ ଗଜପତି ବିଭାଗ ସଂଗଠନ ସମ୍ପାଦକ ଶଶୀକାନ୍ତ ମିଶ୍ର। ଭୋପାଳରେ ଅନୁଷ୍ଠିତ ଏବିଭିପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକରେ ଶଶୀକାନ୍ତଙ୍କୁ ପ୍ରାନ୍ତ ସହ ସଂଗଠନ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ସେ ପୂର୍ବରୁ ରାଜ୍ୟସମ୍ପାଦକ ଭଳି ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ଶଶୀକାନ୍ତଙ୍କ ସାଂଗଠନିକ ନେତୃତ୍ୱରେ ଗଞ୍ଜାମ ଓ ଗଜପତି ବିଭାଗରେ ବହୁ ମହାବିଦ୍ୟାଳୟରେ ଏବିଭିପିର ରାଷ୍ଟ୍ରବାଦର କାମ ବହୁ ଆଗକୁ ବଡ଼ିଛି। ତାଙ୍କର ଦାୟିତ୍ୱ ବଦଳିବା ସହିତ କେନ୍ଦ୍ର ରାଉରକେଲାକୁ ବଦଳି ହୋଇଛି ବୋଲି ଏବିଭିପିର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଛଗନ ଭାଇ ପଟେଲ ଘୋଷଣା କରିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories