www.samajalive.in
Monday, December 8, 2025
24.1 C
Bhubaneswar

ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ପାରୀକ୍ଷିତି ପଞ୍ଚାୟତ ଅନ୍ତର୍ଗତ କଣ୍ଡା ତାମିଙ୍ଗି ଅଙ୍ଗନବାଡ଼ି ଓ ଆଶାକର୍ମୀ ଆଜି ଗ୍ରାମବାସୀଙ୍କ ଘର ଅଗଣାରେ ପହଞ୍ଚି କରୋନା ସମ୍ପର୍କିତ ତଥ୍ୟକୁ ନେଇ ଲୋକଙ୍କୁ ସଚେତନ କରିବା ସହିତ ଘରର ସମସ୍ତ ବ୍ୟକ୍ତିଙ୍କୁ ସାବୁନ, ମାସ୍କ ଓ ସାନିଟାଇଜର ଆଦି ପ୍ରଦାନ କରିଥିଲେ । ଦୀର୍ଘ ଏକ ବର୍ଷ ବିତି ଗଲେ ମଧ୍ୟ କୋରୋନା ମହାମାରୀରେ ଲୋକଙ୍କୁ ସଚେତନତା ସୃଷ୍ଟି କରି ଆସୁଛନ୍ତି।

ଏହି ସଚେତନତା ଅଭିଯାନ ସମୟରେ ଅଙ୍ଗନ ବାଡ଼ି କର୍ମୀ ଅନୁସୂୟା ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ପାତ୍ର ଓ ଆଶା କର୍ମୀ ପଦ୍ମା କଣ୍ଡାଗରୀ ପ୍ରମୁଖ ଘର ଘରକୁ ଭ୍ରମଣ କରି ଲୋକଙ୍କୁ ସଚେତନ କରି ଜର, ଥଣ୍ଡା, କିମ୍ବା କାଶ ହେଲେ ସଂଗେ ସଂଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। କୋରୋନା ମହାମାରୀ ସମୟରେ ଲୋକମାନେ ଯେଉଁ ପ୍ରଥମ ଟିକା ନେଉଛନ୍ତି ଦ୍ୱିତୀୟ ଟିକା ନେବା ପାଇଁ ଲୋକଙ୍କୁ କହିଥିଲେ। ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ସୁରକ୍ଷିତ ହୁଅନ୍ତୁ ମାସ୍କ ପିନ୍ଧନ୍ତୁ ଆଶା ଓ ଅଙ୍ଗନବାଡ଼ି ଆହ୍ବାନ ଦେଇଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories