www.samajalive.in
Monday, December 8, 2025
27.1 C
Bhubaneswar

ପୁରାଣରେ ରାକ୍ଷୀର ମହତ୍ତ୍ୱ

ରେଶମୀ ସୂତାରେ ପ୍ରସ୍ତୁତ ହୋଇଥାଏ ରାକ୍ଷୀ। ହିନ୍ଦୁ ପରମ୍ପରାର ଏହା ଏକ ପବିତ୍ର ପର୍ବ। ଯାହାକୁ ପ୍ରତି ଘରେ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଭାଇ- ଭଉଣୀର ପବିତ୍ର ସଂପର୍କର ଏହା ଏକ ମଜବୁତ ସ୍ତମ୍ଭ। ଲୁହା ଠାରୁ ମଧ୍ୟ ଏହି ସଂପର୍କ ଅଧିକ ଶକ୍ତ। ଏଥିରେ ଭରି ରହିଥାଏ ଭଉଣୀର ପ୍ରଗାଢ ପ୍ରେମ।ଏହାର ବହୁ ପୌରାଣିକ ତତ୍ତ୍ୱ ମଧ୍ୟ ରହିଛି। ଜାଣନ୍ତୁ ତାହା କ’ଣ……..

ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କର ଜନ୍ମ ଦିନ । ଦେବୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧି ଥାଆନ୍ତି ପ୍ରଭୁ ବଳଭଦ୍ର ଓ ଜରତରନାଥ ମହାପ୍ରଭୁ ଜଗନ୍ନାଥ।

- Advertisement -

ଏହି ଦିନ ଦେବୀ ସନ୍ତୋଷୀ ମା’ଙ୍କର ମଧ୍ୟ ଜନ୍ମ ଅଟେ। ୧୯୭୫ ମସିହାରେ ଆସିଥିବା ଏକ ଚଳଚ୍ଚିତ୍ର ‘ଜୟ ସନ୍ତୋଷୀ ମା’ରେ ବର୍ଣ୍ଣିତ ହୋଇଥିଲା ମା’ଙ୍କ ଜନ୍ମର କାହାଣୀ

ଯେତେବେଳେ ଗଣେଶଙ୍କ ଭଉଣୀ ମାନସା ଗଣେଶଙ୍କୁ ରାକ୍ଷୀ ବାନ୍ଧିବା ନିମନ୍ତେ ଆସିଥିଲେ ସେହି ସମୟରେ ପ୍ରଭୁ ଗଣେଶଙ୍କ ପୁତ୍ର ଶୁଭ ଓ ଲାଭ ଏହା ଦେଖି କହିଥିଲେ ଆମ ଭଉଣୀ ମଧ୍ୟ ଆମକୁ ରାକ୍ଷୀ ବାନ୍ଧିବ, ମାତ୍ର ଗଣେଶଙ୍କର କୌଣସି ଝିଅ ନଥିବାରୁ ପ୍ରଭୁ ଗଣେଶ ସେହି ସମୟରେ ମା’ସନ୍ତୋଷୀଙ୍କୁ ସୃଷ୍ଟି କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories