www.samajalive.in
Thursday, December 11, 2025
16.1 C
Bhubaneswar

ଚନ୍ଦକା ଅଭୟାରଣ୍ୟ : ହାତୀଙ୍କଠାରେ ଲାଗିବ ରେଡିଓ କୋଲାରିଙ୍ଗ

ଚନ୍ଦକା : ଚନ୍ଦକା ଅଭୟାରଣ୍ୟର ହାତୀଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ରେଡିଓ କୋଲାରିଙ୍ଗ ମେସିନ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ହାତୀଙ୍କ କ୍ଷେତ୍ରରେ ଲଗାଯିବ। ଫଳରେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ସେମାନଙ୍କୁ ଠାବ କରାଯାଇପାରିବ।
ବେଙ୍ଗାଲୁରୁସ୍ଥିତ ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ସହାୟତାରେ ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଦ୍ବାରା ଏହି କାର୍ଯ୍ୟ ସମାହିତ ହେବ। ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଉପଦ୍ରବ କରୁଥିବା ହାତୀଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଇ ରେଡିଓ କୋଲାରିଙ୍ଗ ଲଗାଯିବ। ଫଳରେ ହାତୀ ଉତ୍ପାତକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଦୀର୍ଘଦିନ ଧରି ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ ଗ୍ରାମଗୁଡ଼ିକରେ ହାତୀଗୁଡ଼ିକ ଲଗାତର ସାଧାରଣ ଲୋକଙ୍କ ଫସଲ ନଷ୍ଟ କରିବା ସହ ଅନେକ କ୍ଷତି କରୁଛନ୍ତି। ପରବର୍ତ୍ତୀ ପରିସ୍ଥିତିରେ ଏହାକୁ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories