www.samajalive.in
Saturday, December 6, 2025
26.1 C
Bhubaneswar

ପାଟଣା କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ

ପାଟଣା : ତୈଳଯାତ ଦ୍ରବ୍ୟକୁ ହ୍ରାସ ଦାବୀରେ କଂଗ୍ରେସ ଦଳ ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥି ଇଂ ବିନୋଦ ବିହାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଞ୍ଚଳର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ କରୋନା କଟକଣା ମାନି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପାଟଣା କଂଗ୍ରେସ ସଭାପତି ଶତୃଘ୍ନ ସିଂହ, ସାହାରପଡା କଂଗ୍ରେସ ସଭାପତି ମୁକୁନ୍ଦ ଚନ୍ଦ୍ର ମହାନ୍ତ, ବରିଷ୍ଠ ନେତା କୌଳାସ ଚନ୍ଦ୍ର ବାରିକ,ବୀରଭଦ୍ର ମହାନ୍ତ, ଶିବ କୁମାର ବେହେରା, ବସନ୍ତ ମିଶ୍ର, ବ୍ରଜବନ୍ଧୁ ନାଏକ, ମାନସ ସାହୁ,ବିଦ୍ୟା ସିଂ,ଇଶ୍ୱର ଚନ୍ଦ୍ର ଦେହୁରୀ, ହିମାଶୁଂ ମହାନ୍ତ, ଚିତ୍ତ ରଞନ ତରେଇ, ମାନସ କୁମାର ନାଏକଙ୍କ ସହ ବହୁ କଂଗ୍ରେସ ନେତା ସାମିଲ ଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories