www.samajalive.in
Tuesday, December 9, 2025
23.1 C
Bhubaneswar

ଜାଣନ୍ତୁ ନିଜ ବିଷୟରେ କିଛି ଜଣାଅଜଣା କଥା

ହସ୍ତରେଖାରେ ଆଙ୍ଗୁଠିର ଉଚ୍ଚତା, ଆକାର, ଏହାର ଗଠନ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ। ଆଙ୍ଗୁଠି ଠାରୁ ବ୍ୟକ୍ତି ବିଷୟରେ ବହୁ କଥା ଜାଣି ହୁଏ। ଜ୍ୟୋର୍ତିବିଦଙ୍କ ମତରେ ଆଙ୍ଗୁଠିଠାରୁ ବ୍ୟକ୍ତିର ଭବିଷ୍ୟ ବିଷୟରେ କଥା ଜଣାପଡ଼େ।
ଯେଉଁମାନଙ୍କ ଆଙ୍ଗୁଠିର ପ୍ରଥମ ରେଖାଭାଗ ଛୋଟ ହୋଇଥାଏ, ସେମାନେ ସର୍ବଦା ଅନ୍ୟ ଉପରେ ଅଧିକ ନିର୍ଭର ହୋଇଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଚଉଡ଼ା ଥାଏ, ସେମାନେ ବହୁ ଜିଦିଆ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ସମକୋଣ ଆକାରର ହୋଇଥାଏ, ସେମାନେ ଖୁବ ଚତୁର ଓ ବୁଦ୍ଧିମାନ ପ୍ରକୃତିର ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ପ୍ରଥମ ରେଖାଭାଗ ଲମ୍ବା ହୋଇଥାଏ, ସେମାନେ ବହୁତ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ଅଟନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ଦ୍ୱିତୀୟ ରେଖାଭାଗ ଲମ୍ବା ହୋଇଥାଏ , ସେମାନେ ଖୁବ ଚତୁର ପ୍ରକୃତିର ଅଟନ୍ତି । ସମାଜିକ କାର୍ୟ୍ୟରେ ମଧ୍ୟ ମନୋନିବେଶ କରିଥାଆନ୍ତି।
ଯେଉଁମାନଙ୍କର ଆଙ୍ଗୁଠିର ତୃତୀୟ ରେଖାଭାଗ ଅଧିକ ଲମ୍ବା ଅଥବା ସାନ ହୋଇନଥାଏ , ସେମାନେ ଖୁବ ସ୍ନେହୀ ଅଟନ୍ତି। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସହଜରେ ସମାଧାନ ହୋଇଯାଏ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories