www.samajalive.in
Tuesday, December 9, 2025
17.1 C
Bhubaneswar

ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଛାତ୍ରୀଙ୍କ ମୃତ୍ୟୁ

ବରପାଲି: ବରପାଲି ଡ଼ାକ୍ତରଖାନାରେ ବଲାଙ୍ଗିର ଜିଲ୍ଲା ପୁଁଇତଲା ଭାଲେର ଅଚଂଳର ଜୈନେକା ୧୭ବର୍ଷିୟା କଲେଜ ଛାତ୍ରୀଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଯାଇଛି। ଗୁରୁବାର ଅପରାହ୍ନରେ ବଲାଙ୍ଗିର ଡ଼ାକ୍ତରଖାନାରୁ ବୁର୍ଲା ଡ଼ାକ୍ତରଖାନାକୁ ଅର୍ଦ୍ଧଦଗ୍ଧ ସଙ୍କଟଜନିତ ଅବସ୍ଥାରେ ପରିବାର ଲୋକେ ନେଉଥିବା ବେଳେ ବରପାଲି ଡ଼ାକ୍ତରଖାନାକୁ ସ୍ୱାସ୍ଥ୍ୟପରିକ୍ଷା ପାଇଁ ଆଣିଥିଲେ। ଡ଼ାକ୍ତର ଯୁବତିର ସ୍ୱାସ୍ଥ୍ୟ ପରିକ୍ଷା କଲାପରେ ପରିବାର ଲୋକଙ୍କୁ ମୃତ ଘୋଷଣା କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସର୍ମ୍ପର୍କରେ ପଚାରିବା ସହ ଏକ ଅପମୃତ୍ୟୁ ମାମଲା ରଜୁ କରିଥିଲା।

ସୂଚନାନୁଯାୟୀ ଯୁବତି ଜଣକ ନିଜ ମାମୁଁଘରେ ରହି ସ୍ଥାନିୟ କଲେଜରେ ଯୁକ୍ତ ଦ୍ୱିତିୟ ବର୍ଷରେ ପାଠ ପଢ଼ୁଥିଲେ। ଘଟଣା ସମ୍ପର୍କରେ ସଠିକ ଭାବରେ ଜଣାପଡ଼ିନଥିଲେ ମଧ୍ୟ ଝିଅଟି ଜାଣିଶୁଣି ଆତ୍ମଦାହ କରିଥିବା ପରିବାର ଲୋକେ କହିଥିôଲେ। ଆଜି ପୁର୍ବାହ୍ନରେ ଘରେ କେହିନଥିବା ସୁଯୋଗ ନେଇ ଯୁବତୀ ଜଣକ କୌଣସି କଥାକୁ ନେଇ ନିଜ ଦେହରେ କିରୋସିନ ତେଲ ଢ଼ାଳି ନିଜେ ନିଆଁ ଲଗାଇଥିବା ଜଣାପଡ଼ିିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories