ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୮୮୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୬୭୩୮୨କୁ ବୃଦ୍ଧି
ଭୁବନେଶ୍ବର: ଆଜି ରାଜ୍ୟରେ ୧୦୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୬୭୩୮୨କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୫୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୧୪୪୦, କଟକ ୮୮୩, ଅନୁଗୁଳ ୫୨୨, ସମ୍ବଲପୁର ୪୫୫, ବରଗଡ଼ ୪୧୧, ମୟୂରଭଞ୍ଜ ୩୮୫, କଳାହାଣ୍ଡି ୩୬୮, ନୟାଗଡ଼ ୩୪୭, ପୁରୀ ୩୩୩, ଷ୍ଟେଟପୁଲ ୩୩୨, ଗଞ୍ଜାମ ୩୧୧, ବାଲେଶ୍ବର ୩୦୩, ନୂଆପଡ଼ା ୩୦୩, ନବରଙ୍ଗପୁର ୨୮୪, ଜଗତସିଂହପୁର ୨୬୩, ଝାରସୁଗୁଡ଼ା ୨୬୨, ଭଦ୍ରକ ୨୩୧, ବଲାଙ୍ଗିର ୧୯୮, ଢେଙ୍କାନଳ ୧୯୬, ସୋନପୁର ୧୯୪, ରାୟଗଡ଼ା ୧୮୩, କେନ୍ଦୁଝର ୧୭୬, କୋରାପୁଟ ୧୭୫, ବୌଦ୍ଧ ୧୫୧, କେନ୍ଦ୍ରାପଡ଼ା ୧୩୭, ଯାଜପୁର ୧୧୯, କନ୍ଧମାଳ ୧୦୯, ଦେବଗଡ଼ ୧୦୮, ଗଜପତି ୮୪ ଏବଂ ମାଲକାନଗିରି ୫୯ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Another 10881 Covid patients have recovered and are being discharged on 21.05.2021
1559 from Khordha
1440 from Sundargarh
883 from Cuttack
522 from Anugul
455 from Sambalpur
411 from Bargarh
385 from Mayurbhanj
368 from Kalahandi
347 from Nayagarh
333 from Puri
311 from Ganjam— H & FW Dept Odisha (@HFWOdisha) May 21, 2021
303 from Baleswar
303 from Nuapada
284 from Nabarangpur
263 from Jagatsinghpur
262 from Jharsuguda
231 from Bhadrak
198 from Bolangir
196 from Dhenkanal
194 from Sonepur
183 from Rayagada
176 from Keonjhar
175 from Koraput
151 from Boudh
137 from Kendrapara
119 from Jajapur— H & FW Dept Odisha (@HFWOdisha) May 21, 2021
109 from Kandhamal
108 from Deogarh
84 from Gajapati
59 from Malkangiri
332 from State PoolThe total recovered cases of Odisha now stand at 567382
— H & FW Dept Odisha (@HFWOdisha) May 21, 2021
Comments are closed.