www.samajalive.in
Wednesday, December 10, 2025
16.1 C
Bhubaneswar

କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରାର୍ଥନା କଲେ ପୋପ୍‍

ଭାଟିକାନ୍‍ ସିଟି: କେରଳ ବନ୍ୟା ଦୁର୍ଗତଙ୍କ ମଙ୍ଗଳ ମନାସୀ ପୋପ୍‍ ଫ୍ର୍ରାନ୍‍ସିସ୍‍ ସେଣ୍ଟ ପିଟର ସ୍କୋୟାର ଠାରେ ପ୍ରାର୍ଥନା କରିଛନ୍ତି। ଦୁର୍ଗତଙ୍କୁ ଯଥାସାଧ୍ୟ ସହାୟତା ପାଇଁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। କେରଳ ବନ୍ୟାକୁ ବୃହତ୍‍ ଦୁର୍ବିପାକ ଭାବେ ବର୍ଣ୍ଣନା କରିବା ସହିତ କେରଳ ସ୍ଥିତ କ୍ୟାଥଲିକ୍‍ ଚର୍ଚ୍ଚକୁ ସମବେଦନାର ବାର୍ତ୍ତା ପଠାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories