www.samajalive.in
Wednesday, December 10, 2025
26.1 C
Bhubaneswar

ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ପ୍ୟାନକାର୍ଡ ସହ ଆଧାର ସଂଯୋଗ ଅବଧି

ନୂଆଦିଲ୍ଲୀ  : ଜୁନ ୩୦ ଯାଏଁ ବଢିଲା ଆଧାର ଓ ପ୍ୟାନ ଲିଙ୍କ । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମୋଦି ସରକାର ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହିତ ପାନ୍ କାର୍ଡ ଲିଙ୍କ ଅବଧି ବଢାଇ ଦେଇଛନ୍ତି । ପୂର୍ବରୁ ଆଜି ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଏଥିପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ ଆଜି ପର୍ଯ୍ୟନ୍ତ ଆଧାର-ପାନ ଲିଙ୍କ କରିନଥିଲେ ସେମାନେ ଆଉ ୩ମାସ ସମୟ ରିହାତି ପାଇଛନ୍ତି । ଏ ସମୟ ଭିତରେ ସେମାନେ ଉଭୟ କାର୍ଡ ଲିଙ୍କ କରିବାପାଇଁ ଆହ୍ୱାନ ଦିଆଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories