www.samajalive.in
Sunday, December 7, 2025
23.1 C
Bhubaneswar

ମଣ୍ଡିରୁ ୧୮ ଚାଷୀଙ୍କ ୨୮୦୦ ବସ୍ତା ଧାନ ଜବତ

ଧର୍ମଗଡ଼: ଗୋଟିଏ ପଟେ ଟାର୍ଗେଟ୍‌ ବୃଦ୍ଧି ସହ ଚାଷୀଙ୍କ ଧାନଉଠାଣ ଦାବି କରି ବିଜେପି ପକ୍ଷରୁ କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ଧାରଣା ଦିଆଯାଇଥିବା ବେଳେ ଅନ୍ୟପଟେ ପ୍ରଶାସନ ତଦନ୍ତକରି ବେନିୟମ ଭାବେ ଗଚ୍ଛିତ ଥିବା ଧାନକୁ ଜବତ କରିଛି। ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ରଦଳ ବୋଡ଼େନ ମଣ୍ଡିକୁ ଯାଇ ସେଠାରେ ଗଚ୍ଛିତ ଧାନର ତଦନ୍ତ କରିଥିଲେ। ୧୮ ଜଣ ଚାଷୀଙ୍କ ୨୮୦୦ ବସ୍ତା ଧାନ ସମ୍ବନ୍ଧରେ କୌଣସି ସଠିକ ଉତ୍ତର ନ ପାଇବାରୁ ଏସବୁ ବେନିୟମ ଭାବେ ଗଚ୍ଛିତ ଥିବା ସନ୍ଦେହରେ ସମସ୍ତ ଧାନକୁ ଜବତ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories