www.samajalive.in
Monday, December 8, 2025
24.1 C
Bhubaneswar

ବଲିଉଡ଼ରେ ପାଦ ଥାପିବେ ନାଗା ଚୈତନ୍ୟ ! ଅଫର୍‍ ଦେଲେ ଅମୀର

ମୁମ୍ବଇ: ବଲିଉଡ଼ରେ ପାଦ ଥାପିବେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ନାଗା ଚୈତନ୍ୟ। ପୂର୍ବରୁ ସାଉଥ ସୁପରଷ୍ଟାର ନାଗାର୍ଜୁନ ବଲିଉଡ ଫିଲ୍ମରେ ଅଭିନୟ କରିଥିବା ବେଳେ ଏବେ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ବଲିଉଡ଼ ଡେବ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ମୁତାବକ, ଅମୀର ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂହ ଚଡ୍ଡା’ ପାଇଁ ନାଗା ଚୈତନ୍ୟଙ୍କୁ ପ୍ରସ୍ତାବ ଦିଆଯାଇଛି। ନାଗା ଚୈତନ୍ୟ ବର୍ତ୍ତମାନ ଫିଲ୍ମ ‘ଥାଙ୍କ ୟୁ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

- Advertisement -

ରିପୋର୍ଟ ଅନୁଯାୟୀ, ଶୁଟିଂ ତାରିଖ ନେଇ କିଛି ସମସ୍ୟା ହେବାରୁ ସାଉଥ ସୁପରଷ୍ଟାର ବିଜୟ ସେତୁପତି ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। ସେତୁପତିଙ୍କ ପରେ ଅମୀର ନାଗା ଚୈତନ୍ୟଙ୍କୁ ଆପ୍ରୋଚ୍ କରିଛନ୍ତି। ତେବେ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ। ଯଦି ଏଭଳି ହୁଏ ତାହେଲେ ନାଗା ବଲିଉଡରେ ଡେବ୍ୟୁ କରିବେ।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories