www.samajalive.in
Friday, December 12, 2025
17.1 C
Bhubaneswar

୧୮୦୦ ​‌କୋଟି ଟଙ୍କାର ବିଟ୍‌କଏନ୍‌ର ମାଲିକ ଫକଡରାମ; ପାସ୍‌ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇଲେନି

ନୂଆଦିଲ୍ଲୀ: ବିଟ୍‌କଏନରେ ଅର୍ଥ ନିବେଶ କରି କୋଟିପତି ହୋଇଥିବା ଜଣେ ବ୍ୟକ୍ତି ଏବେ ଫକଡରାମ୍। ଷ୍ଟେଫାନ ଥମାସ ନାମକ ଏହି ବ୍ୟକ୍ତି ନିଜ ପାସ୍‌ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି। ଥମାସ୍‌ ୭୦୦୨ଟି ବିଟ୍‌କଏନ୍‌ର ମାଲିକ ଥିଲେ। ଗୋଟିଏ ବିଟ୍‌କଏନ୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫ଲକ୍ଷ ୨୫ହଜାର ୮୭ଟଙ୍କା। ତେଣୁ ଥମାସଙ୍କ ମାଲିକାନାରେ ଥିବା ବିଟ୍‌କଏନ୍‌ର ମୂଲ୍ୟ ପ୍ରାୟ ୧୮୦୦ କୋଟି ଟଙ୍କା। ବିଟ୍‌କଏନ୍‌ ଏକ ଡିସେଣ୍ଟ୍ରାଲାଇଜଡ୍‌ ଡିଜିଟାଲ କରେନ୍ସି। ଏହି କରେନ୍ସିକୁ କୌଣସି ବ୍ୟାଙ୍କ ପରିଚାଳନା କରି ନଥାଏ। ଏହା ଏକ ଦୁର୍ବୋଧ୍ୟ ବିଷୟ। ତେବେ ଅନେକ ଲୋକ ଏହାର ଦୃଢ ସମର୍ଥକ। କମ୍ପ୍ୟୁଟର ​‌ନେଟୱର୍କ ମାଧ୍ୟମରେ ଏହି କରେନ୍ସିକୁ ପରିଚାଳନା କରାଯାଇଥାଏ। ଏଥିପାଇଁ ସାଙ୍କେତିକ ଲିଖନ (ପାସୱାର୍ଡ) ବ୍ୟବହାର କରାଯାଇଥାଏ। ଥମାସ୍ ତାଙ୍କର ପାସୱାର୍ଡକୁ ଭୁଲିଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories