www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରହ୍ମପୁରରୁ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ

ବ୍ରହ୍ମପୁର: ଟାଉନ ଥାନା ପୁଲିସ ବ୍ରହ୍ମପୁର ସହରରେ ଚାଲିଥିବା ଏକ ନକଲି ଲୁବ୍ରିକ୍ୟାଣ୍ଟ କାରଖାନା ଠାବ କରିଛି। ଏଠାରେ ପୋଡା ଲୁବ୍ରିକାଣ୍ଟରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଶାଇ ଲେବଲିଂ କରାଯିବା ସହ ନୂତନ ବ୍ୟାରେଲରେ ଭର୍ତ୍ତି କରାଯାଉଥିବା ସୂଚନା ମିଳିଛି।  ରବିବାର ସକାଳୁ ନୀଳାଦ୍ରି ବିହାର ଅଞ୍ଚଳରୁ ଏକ କାର ଯୋଗେ ନକଲି ଲୁବ୍ରିକ୍ୟାଣ୍ଟ ଭୁବନେଶ୍ୱରକୁ ଚାଲାଣ ବେଳେ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ସଦଳବଳେ ଚଢ଼ାଉ କରିଥିଲେ। ନକଲି ଲୁବ୍ରିକାଣ୍ଟ କାରବାର କରୁଥିବା ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories