www.samajalive.in
Monday, December 8, 2025
24.1 C
Bhubaneswar

ମାର୍ଗଶୀର ମାସରେ ନିୟମିତ କରନ୍ତୁ ଗୀତା ପାଠ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ….
ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଲାଭ ଦେଇଥାଏ।
ଏହି ମାସରେ ଶ୍ରୀକୃଷ୍ଣଙ୍କର ଉପାସନା ଓ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସନ୍ତାନ ପାଇଁ ବରଦାନ ମାଗିବା ଏହି ମାସରେ ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ମାସରେ କିର୍ତ୍ତନ କରିବା ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରେ।
ମାର୍ଗଶୀର ମାସରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ :
ଏହି ମାସରେ ଅଧିକ ନିରାମିଷ ଦ୍ରବ୍ୟ ଖାଇବା ଉଚିତ।
ଏହି ମାସରେ ନିୟମିତ ଗୀତା ପାଠ କରିବା ଉଚିତ।
ଭୋଗରେ ତୁଳସୀ ପତ୍ରର ବ୍ୟବହାର କରିବା ଉଚିତ।
ଏହି ମାସରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରର ଜପ କରିବା ଉଚିତ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories