www.samajalive.in
Wednesday, December 10, 2025
26.1 C
Bhubaneswar

କୁଖ୍ୟାତ ଅପରାଧୀ ମୁନା ଲାଡେନକୁ ଗିରଫ କଲା କମିଶନରେଟ ପୁଲିସ

କଟକ : କମିଶନରେଟ ପୁଲିସକୁ ଶୁକ୍ରବାର ଏକ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅପରାଧୀ ମୁନା ଲାଡେନ ଓରଫ ସୟଦ ଅବଦୁଲ ମୁତାକିଦକୁ ଆଜି ପୁଲିସ ଗିରଫ କରିଛି । ତା’ଠାରୁ ଏକ ପିସ୍ତଲ ଓ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ବିଲଡର ଓ ଜମିଜମା କାରବାର କରୁଥିବା ଲୋକଙ୍କଠାରୁ ଦାବାବଟି ଆଦାୟ ଅଭିଯୋଗରେ ତାକୁ ଗିରଫ କରାଯାଇଛି।

କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ଡାହାଣ ହାତ ଭାବେ କଟକରେ ମୁନା ଲାଡେନ  ତା’ର ଅପରାଧ ସାମ୍ରାଜ୍ୟକୁ ପରିଚାଳନା କରୁଥିଲା। ମୁନା ନାମରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ଅଭିଯୋଗ ଓ ମାମଲା ରହିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories