ରାଜ୍ୟରେ ଚିହ୍ନଟ ନୂଆ କରୋନା ପଜିଟିଭ ୧୭୦୯ ; ମୋଟ ଆକ୍ରାନ୍ତ ୨,୯୧,୮୨୫
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮୫ ଓ ସ୍ଥାନୀୟ ଅଞ୍ଚଳରୁ ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଛି। ୨,୭୫,୭୪୯ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪,୬୯୨ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 31st October
New Positives Cases: 1709
In quarantine: 985
Local contacts: 724(Details of local contacts will be shared by concerned District Administration)
District Wise Cases:
1. Angul: 79
2. Balasore: 61
3. Bargarh: 99
4. Bhadrak: 11
5. Balangir: 53— I & PR Department, Odisha (@IPR_Odisha) November 1, 2020
22. Mayurbhanj: 121
23. Nawarangpur: 26
24. Nayagarh: 29
25. Nuapada: 86
26. Puri: 58
27. Rayagada: 16
28. Sambalpur: 43
29. Sonepur: 7
30. Sundargarh: 107
31. State Pool: 35New Recoveries: 1911
Cumulative Tested: 4601860
Positive: 291825
Recovered: 275749
Active cases: 14692— I & PR Department, Odisha (@IPR_Odisha) November 1, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୨୧ ଓ କଟକରୁ ୧୧୫। ଅନୁଗୁଳରୁ ୭୯, ବାଲେଶ୍ୱରରୁ ୬୧,ବରଗଡ଼ ୯୯, ଭଦ୍ରକ୧୧, ବଲାଙ୍ଗୀର ୫୩, ବୌଦ୍ଧ ୧୮, ଦେଓଗଡ଼ ୯, ଢେଙ୍କାନାଳ ୬୪, ଗଜପତି ୪, ଗଞ୍ଜାମ ୧୯, ଜଗତସିଂହପୁର ୬୮, ଯାଜପୁର ୪୧, ଝାରସୁଗୁଡ଼ା ୨୮, କଳାହାଣ୍ଡି ୭୨, କନ୍ଧମାଳ ୨୦, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୭୨, କୋରାପୁଟ ୩୮, ମାଲକାନଗିରି ୩୯, ମୟୁରଭଞ୍ଜ ୧୨୧, ନବରଙ୍ଗପୁର ୨୬, ନୟାଗଡ ୨୯, ନୂଆପଡା ୮୬, ପୁରୀ ୫୮, ରାୟଗଡ଼ା ୧୬, ସମ୍ବଲପୁର ୪୩, ସୋନପୁର ୭, ସୁନ୍ଦରଗଡ଼ ୧୦୭, ଷ୍ଟେଟ ପୁଲ ୩୫ ଚିହ୍ନଟ ହୋଇଛନ୍ତି।
Comments are closed.