www.samajalive.in
Monday, December 8, 2025
24.1 C
Bhubaneswar

୮ ଲକ୍ଷ ଠକେଇ, ଯୁବକ ଗିରଫ

ଭୁବନେଶ୍ବର : ଅନ୍ୟର ଜମି କାଗଜପତ୍ର ଜାଲିଆତି କରି ୮ଲକ୍ଷ ଟଙ୍କାରେ ଉକ୍ତ ଜମିକୁ ବିକି ଦେବା ଅଭିଯୋଗରେ ଏୟାରଫିଲ୍ଡ ପୁଲିସ ଶୁକ୍ରବାର ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଟଣୀ ଥାନା ଅଧୀନ କାଇମାଟିଆର ଦିଲୀପ ନାୟକ। ଭୁବନେଶ୍ବର ତହସିଲ ଗୋପୀନାଥ ପୁର ମୌଜାର ଜଣେ ବ୍ୟକ୍ତିଙ୍କ ଜମିର କାଗଜପତ୍ର ଜାଲିଆତି କରିବା ସହ ଅନ୍ୟ ଜଣଙ୍କୁ ସବ୍‌ ରେଜିଷ୍ଟ୍ରାରଙ୍କ ସାମ୍ନାରେ ଛିଡ଼ା କରାଇ ୮ଲକ୍ଷ ଟଙ୍କାରେ ଜମି ବିକି ଦେଇଥିଲେ। ୨୦୧୩ରେ ଖର୍ଦି କରିଥିବା ଜମି ମାଲିକ ମ୍ୟୁଟେସନ କରିବାକୁ ଯିବା ପରେ ଜମି ଜାଲିଆତି ସମ୍ପର୍କରେ ଜାଣିବାକୁ ପାଇଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories