ଗତବର୍ଷ ୧୦୬ ସୈନିକ ସହିଦ ହୋଇଛନ୍ତି

0

ନୂଆଦିଲ୍ଲୀ : କାର୍ଯ୍ୟରତ ଅବସ୍ଥାରେ ଗତବର୍ଷ ୧୦୬ଜଣ ସୈନିକ ସହିଦ ହୋଇଛନ୍ତି। ସହିଦ ହୋଇଥିବା ସୈନିକଙ୍କ ମଧ୍ୟରେ ୮ଜଣ ଅଫିସର ପାହ୍ୟାର ବୋଲି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି। ବୁଧବାର ଲୋକସଭା ଦେଇଥିବା ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଅସ୍ତ୍ରବିରତି ଉଲ୍ଲଙ୍ଘନ, ନିୟନ୍ତ୍ରଣ ରେଖାରେ ଶତ୍ରୁର ଗୁଳିମାଡ, ବରଫ ଅତଡା ଧସିବା, ଆତଙ୍କବାଦୀ ଆକ୍ରମଣ, ମାଟି ଅତଡା ଧସିବା ଓ ମାଇନ ବିସ୍ଫୋରଣ ଭଳି ଘଟଣାରେ ସୈନିକମାନେ ସହିଦ ହୋଇଛନ୍ତି।

Leave A Reply