ଯାଜପୁର : ଯାଜପୁର ଜିଲା ନେଉଳପୁର ନିକଟରେ ଶୁକ୍ରବାର ଆମ୍ବୁଲାନ୍ସ ଧକ୍କାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡ଼ି ଯାଉଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସରେ ରୋଗୀ ନଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!