କୋରାପୁଟ : କୋରାପୁଟ ଜିଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଣ୍ଟିଜେନ୍ ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ପିତମ ସୂଚନା ଦେଇଛନ୍ତି। ଏବେ ସେ ଗୃହ ସଙ୍ଗରୋଧରେ ରହିଥିବାବେଳେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି।
Popular Categories



