www.samajalive.in
Wednesday, December 10, 2025
18.1 C
Bhubaneswar

ଆତଙ୍କବାଦର ଚରାଭୂଇଁ ପାକିସ୍ଥାନକୁ ଏକଘରିଆ କରିବାକୁ ଭାରତର ଆହ୍ୱାନ

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ବିଶ୍ୱ ସମୁଦାୟ ଏକଘରିଆ କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ଭାରତ ଆହ୍ୱାନ
ଦେଇଛି। ଗତକାଲି ପଞ୍ଚମ ଆନ୍ତର୍ଜାତିକ ବାଚସ୍ପତିମାନଙ୍କ ସମ୍ମିଳନୀରେ ଭାରତ କହିଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଦେଶରେ ପ୍ରାୟ ୪୦ ହଜାର ଆତଙ୍କବାଦୀ ରହିଥିବା ସ୍ୱୀକାର କରିଛନ୍ତି।

ଜମ୍ମୁକାଶ୍ମୀରରେ ୧୯୬୫,୧୯୭୧ ଏବଂ ୧୯୯୯ ଆକ୍ରମଣ, ମୁମ୍ବାଇ ଆକ୍ରମଣ, ଭାରତୀୟ ସଂସଦ ଉପରେ ଆକ୍ରମଣ, ଉରି ଏବଂ ପୁଲ୍‍ୱାମାରେ ସଙ୍ଗଠିତ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ପ୍ରୋତ୍ସାହନରେ ହୋଇଛି ଏବଂ ହାଫିଜ୍‍ ସୟିଦ୍‍, ମାସୁଦ୍‍ ଆଝାର ଏବଂ ଏହସାନ୍‍ ଭଳି ଆତଙ୍କବାଦୀଙ୍କ ବିରୋଧରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଥିବା ଭାରତ କହିଛି।

- Advertisement -

ଏହି ସମ୍ମଳିନୀରେ ଭାରତ ଦୃଢ଼ତାର ସହ ଘୋଷଣା କରିଛି, ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ଏବଂ ରହିବ ମଧ୍ୟ। ପାକସ୍ତାନ ସୀମାପାର ଆତଙ୍କବାଦ ଯଥା ଶୀଘ୍ର ବନ୍ଦ୍‍ କରିବା ପାଇଁ ଭାରତ ଆହ୍ୱାନ ଦେଇଛି। ଏହି ସମ୍ମିଳନୀରେ ଲୋକସଭା ବାଚାସ୍ପତି ଓମ୍‍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଯାଇଥିବା ପ୍ରତିନିଧିସ୍ତରୀୟ ଗୋଷ୍ଠୀ ପାକିସ୍ତାନ ମାଟିରୁ ସୃଷ୍ଟ ଆତଙ୍କବାଦକୁ ସମୂଳେ ବିନାଶ ପାଇଁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories