www.samajalive.in
Saturday, December 6, 2025
19.1 C
Bhubaneswar

କୋଟଗଡ ଏସବିଆଇ ସିଲ୍‍

ଫୁଲବାଣୀ: କୋଟଗଡ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଆଜି ସିଲ୍‍ ହୋଇଥିବା ସୂଚନା ମିଳିଛି। ଏହି ବ୍ୟାଙ୍କର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଭୁବନେଶ୍ୱରରେ ଥିବା ନେଇ ଖବର ମିଳିବା ପରେ ପ୍ରଶାସନ ବ୍ୟାଙ୍କକୁ ସାନିଟାଇଜ୍‍ କରି ସିଲ୍‍ କରିଥିବା ସୂଚନା ମିଳିଛି।

ଏହାକୁ ମିଶାଇ ଜିଲ୍ଲାର ୬ଟି ବ୍ୟାଙ୍କ ସିଲ୍‍ ହୋଇଛି। ପୂର୍ବରୁ ବ୍ୟାଙ୍କର ଫୁଲବାଣୀ ସ୍ଥିତ ଆଂଚଳିକ କାର୍ୟ୍ୟାଳୟ, ମୁଖ୍ୟ ଶାଖା, ବଜାର ଶାଖା, ଜି ଉଦୟଗିରି ଶାଖା, ଖଜୁରିପଡା ଶାଖା ଓ ଦାରିଙ୍ଗିବାଡି ଶାଖାକୁ ପ୍ରଶାସନ ସିଲ୍‍ କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories