ଆବଶ୍ୟକ ସାମଗ୍ରୀ
ଖଜୁରୀ – ୭ ରୁ ୮ଟି
ଥଣ୍ଡା ସିଝା ଖୀର – ୧ ଗ୍ଲାସ
ଚିନି – ୧ ଚାମଚ
ପିସ୍ତା ବାଦାମ – ୩ଟି
କାଜୁ – ୨ଟି
ଆଇସକ୍ରିମ – ୨ ଚାମଚ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ –
ଖୀର, ଖଜୁରୀ, ଚିନି, ବରଫ ଖଣ୍ଡ, ଆଇସକ୍ରିମ, ପିସ୍ତା ବାଦାମ, କାଜୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ଦିଅନ୍ତୁ। ଗ୍ଲାସକୁ କାଢିବା ପରେ ଏହା ଉପରେ କିଛି ପିସ୍ତା ବାଦାମ, ୨ଟି ଖଜୁରୀ, ଅଳ୍ପ ଆଇସକ୍ରିମ ଏହା ଉପରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଜୁରୀ ମିଲ୍କ ସେକ୍। ଏହାକୁ ଥଣ୍ଡା ଥଣ୍ଡା ପିଅନ୍ତୁ ଓ ମଜା ନିଅନ୍ତୁ।
ସ୍ୱାଦିଷ୍ଟ ମିଲ୍କ ସେକ୍
Popular Categories



