www.samajalive.in
Monday, December 8, 2025
14.1 C
Bhubaneswar

ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରି ଘରକୁ ଫେରିଲେ ଦେଶର ପ୍ରଥମ କୋଭିଡ-୧୯ ସଂକ୍ରମିତ

ନୂଆଦିଲ୍ଲୀ : ପ୍ଲାଜମା ଥେରାପି ମାଧ୍ୟମରେ ସଫଳତାର ସହ ଆରୋଗ୍ୟ ଲାଭ କରିଥିବା ଦେଶର ପ୍ରଥମ କୋଭିଡ-୧୯  ସଂକ୍ରମିତ ରୋଗୀ କର୍ଣ୍ଣାଟକ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍ସରୁ ନିଜର ଘରକୁ ଫେରିଛନ୍ତି। ୬୫ବର୍ଷ ବୟସ୍କ ସେହି
ବ୍ୟକ୍ତିଙ୍କୁ ହସ୍ପିଟାଲର ନିର୍ଦ୍ଦେଶକ ରାମଲିଙ୍ଗପ୍ପା ଅନ୍ତରାନୀ ଓ କର୍ଣ୍ଣାଟକ ଭାରି ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜଗଦୀଶ ଶେଟ୍ଟର ଅଭିନନ୍ଦନ ଜଣାଇଛନ୍ତି।
ସେହି ବ୍ୟକ୍ତିଜଣକ ଜଣେ ଟ୍ରକ୍‍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତାଙ୍କ ବାସଗୃହରେ ନେଇ ଛାଡିଦିଆଯାଇଛି। ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା ସେହି ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହେବା ପରେ ତାଙ୍କୁ ସେହି ହସ୍ପିଟାଲରେ ଗତମାସ ୨୭ ତାରିଖରେ ଭର୍ତ୍ତି କରାଯାଇଥିଲା। ମେ’ ମାସ ୨୮ ଓ ୨୯ ତାରିଖରେ ତାଙ୍କର ପ୍ଲାଜ୍‍ମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories