www.samajalive.in
Thursday, December 11, 2025
23.1 C
Bhubaneswar

ଆଜିଠାରୁ ୧୧ଜିଲ୍ଲାରେ ୨ଦିନିଆ ସଟ୍‍ଡାଉନ

ଭୁବନେଶ୍ବର : ପୂର୍ବ ଘୋଷଣା ଅନୁଯାୟୀ କରୋନା ମୁକାବିଲା ପାଇଁ ଗତଥର ଭଳି ଆଜି ଓ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଉପକୂଳ ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହୋଇଛି। ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ମଧ୍ୟ  ଲାଗୁ ହେବ।

ସଟ୍‍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରିପାରିବେ। ସେହିପରି ଏଟିଏମ୍‍, ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଓ କ୍ଲିଅରିଙ୍ଗ୍‍ ହାଉସ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ। ବିମାନ ବନ୍ଦର, ରେଳ ଷ୍ଟେସନ୍‍, ବସ୍‍ ଟର୍ମିନାଲ୍‍ରେ ବସ୍‍ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପକୁ ସଟ୍‍ଡାଉନ୍‍ରୁ ବାଦ୍‍ ଦିଆଯିବ।

- Advertisement -

ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସକୁ ଯାଇପାରିବେ। ତେବେ ସକାଳ ୫ଟାରୁ ସକାଳ ୮ଟା
ମଧ୍ୟରେ ଖବରକାଗଜ ହକରମାନଙ୍କୁ ଖବରକାଗଜ ବିତରଣପାଇଁ ଅନୁମତି ମିଳିଛି। ଏଲ୍‍ପିଜି ଡିଷ୍ଟ୍ରିବ୍ୟୁସନ୍‍, ରନ୍ଧନ ଗ୍ୟାସ୍‍ର ହୋମ୍‍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍‍ଡାଉନ୍‍ ନିୟମ ଲାଗୁ ହେବ ନାହିଁ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories