www.samajalive.in
Monday, December 8, 2025
24.1 C
Bhubaneswar

ଦାନ୍ତକୁ ସୁସ୍ଥ ରଖିବାକୁ ଚାହୁଁଥିଲେ, ଏହି ଜିନିଷ ଠାରୁ ଦୂରରେ ରୁହନ୍ତୁ

ଦାନ୍ତ ଆମ ଚେହେରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ସବୁବେଳେ ଚାହୁଁ ଯେ ଦାନ୍ତ ଉଜ୍ଜ୍ୱଳ ଦେଖାଯାଉ। ଦାନ୍ତ ସୁସ୍ଥ ରହିଲେ ହିଁ ଉଜ୍ଜ୍ଵଳ ଦେଖାଯାଏ। ତେଣୁ ଜାଣନ୍ତୁ ଦାନ୍ତକୁ ସୁସ୍ଥ ରଖିବା ପାଇଁ କେଉଁ କେଉଁ ଜିନିଷ ଠାରୁ ଦୂରରେ ରହିବାକୁ ପଡିବ।

ବ୍ରେଡ୍ : ବ୍ରେଡ୍ ମଇଦାରୁ ତିଆରି ହୋଇଥାଏ ଏବଂ ସେଥିପାଇଁ ଏହା ଖାଇବା ସମୟରେ ଦାନ୍ତରେ ଲାଗିଥାଏ। ଏହା ଦାନ୍ତକୁ ନଷ୍ଟ କରିପାରେ। ଯଦି ଆପଣ ଏହାକୁ ଖାଉଛନ୍ତି, ତେବେ ଏହାକୁ ବ୍ରେକ୍ ବା ଗରମ କରି ଖାଆନ୍ତୁ ଏବଂ ଖାଇବା ପରେ ପାଟି କୁଳି କରନ୍ତୁ।

- Advertisement -

କଫି : ଅଧିକ କଫି ପିଇବା ଦ୍ବାରା ଦାନ୍ତ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଦାନ୍ତ ଦୁର୍ବଳ ଓ ଖୋଲା ମେଲା ବା ଛାଡିଛାଡି ହୋଇ ରହିଥାଏ। ଆହୁରି ମଧ୍ୟ ଦାନ୍ତରେ ଏକ ସ୍ତର ସୃଷ୍ଟି ହେବାକୁ ଲାଗେ। ଯାହା ଦ୍ବାରା ଦାନ୍ତ ଫିକା ହଳଦିଆ ଦେଖାଯାଏ।

ଥଣ୍ଡା ପାନୀୟ : ଥଣ୍ଡା ପାନୀୟ ସମଗ୍ର ଶରୀର ପାଇଁ କ୍ଷତିକାରକ। ଏଥିରେ ଥିବା ମିଠା ଦାନ୍ତ ପାଇଁ ଏହା ମଧ୍ୟ ଅତ୍ୟନ୍ତ କ୍ଷତିକାରକ।

ଚିପ୍ସ : ଏପରିକି ଚିପ୍ସର ଛୋଟ ଖଣ୍ଡଗୁଡ଼ିକ ଦାନ୍ତ ମଧ୍ୟରେ ଅଟକିଯାଏ। ଯାହା ଫଳରେ ଦାନ୍ତରେ ଜୀବାଣୁ ରହିଥାନ୍ତି। ଯାହା ଦାନ୍ତ ଖରାପ ହେବାର ମୁଖ୍ୟ କାରଣ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories