www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର : ଭାରତକୁଏକ ଆତ୍ମନିର୍ଭର ଅର୍ଥନୀତି କରିବାରେ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଜବୁତ୍ ସୁଧାର ତଥା ଚାଷୀ, ଶ୍ରମିକ, ମଧ୍ୟବତ୍ତି ଏବଂ ଉକ୍ୟାଗୀଙ୍କୁସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥକି ପ୍ୟାକେଜ ଘୋଷଣାକୁ ସ୍ୱାଗତ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶ ଜିଡ଼ିପିର ପ୍ରାୟ ୧୦ % , ୨୦ ଲକ୍ଷ କୋଟି ଟଙ୍କାର ଏହି ଆର୍ଥକି ପ୍ୟାକେଜ ଦେଶର ବିକାଶ ଯାତ୍ରାକୁ ଓ ୧୩୦ କୋଟି ଦେଶବାସୀଙ୍କୁ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ନୂଆ ଗତି ଦେବ। ଏହି ଆର୍ଥକି ପ୍ୟାକେଜ ମାଧ୍ୟମରେ ଦେଶର ଅର୍ଥବ୍ୟବସ୍ଥା ସଙ୍କଟକୁ ସାମ୍ନା କରବିା ପାଇଁ ନୂଆ ସଂକଳ୍ପ ମିଳବି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିଯେ, ୧୩୦ କୋଟି ଦେଶବାସୀ ଯଦି ସଂକଳ୍ପ କରିବେ ତେବେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହଁ। ସକଳ୍ପକୁ ମଜବୁତ କରବିା ସହ ଏହି ସଂକଟ ସହ ଲ଼ଢିବାକୁ ହେବ ଏବଂ ଆତ୍ମ ନିର୍ଭର ମଧ୍ୟ  ମଧ୍ୟ ହେବାକୁ ପଡ଼ିବ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories