www.samajalive.in
Monday, December 8, 2025
27.1 C
Bhubaneswar

ଏକାଥରେ ୧୩ ପଜିଟିଭ – ଅନୁଗୁଳରେ ରେଡ଼ ଜୋନ୍ ଭଳି କଟକଣା

ଅନୁଗୁଳ : ଆଜି ସକାଳେ ରାଜ୍ୟରୁ ଚିହ୍ନଟ ହୋଇଥିବା ୫୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି କୌଣସି ଆକ୍ରାନ୍ତ ନଥିବା ଅନୁଗୁଳ ଜିଲାରୁ ଏକାଥରେ ୧୩ ପଜିଟିଭ୍ ଚିହ୍ନଟ ହେବା ପରେ ଅନୁଗୁଳରେ ରେଡ୍ ଜୋନ ଭଳି କଟକଣା ଲାଗୁ କରାଯିବ ବୋଲି ସ୍ଥିର କରାଯାଇଛି।

ଗତକାଲି ଗ୍ରୀନ ଜୋନରେ ଥିବା ଅନୁଗୁଳ ଜିଲାରୁ ଏକାଥରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେବାପ​‌ରେ ଜିଲା ପ୍ରଶାସନର ଚିନ୍ତା ବଢି ଯାଇଥିଲା।​‌ ଅନୁଗୁଳରୁ ଆଜି ଚିହ୍ନଟ ହୋଇଥିବା ୧୩ ଜଣ ପଜିଟିଭଙ୍କ ମଧ୍ୟରେ ୧୧ ଜଣ ସୁରତ ଫେରନ୍ତା ଥିବା ବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ରହିଥିଲେ ଏବଂ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ରହିଥିଲେ । ଜିଲାର ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ଘରେ ରହିଥିଲେ । ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ଥାନୀୟ ବ୍ୟକ୍ତିଙ୍କ ସସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ବର୍ତ୍ତମାନ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରୁଛନ୍ତି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories