www.samajalive.in
Monday, December 8, 2025
14.1 C
Bhubaneswar

ମହାଭାରତରେ ଦ୍ରୌପଦୀ ପାଇଁ ଜୁହି ଚାୱଲା ଥିଲେ ପ୍ରଥମ ପସନ୍ଦ: ଏହି କାରଣରୁ ଛାଡ଼ିଥିଲେ ଅଫର୍‍

ମୁମ୍ବଇ: କରୋନା ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଅନେକ ପୁରୁଣା ଟିଭି ଶୋ’କୁ ପୁନଃ ପ୍ରସାରଣ କରାଯାଉଛି। ସେଥିମଧ୍ୟରୁ ରାମାୟଣ ଓ ମହାଭାରତ ଅଧିକ ଲୋକପ୍ରିୟ ହୋଇଛି। ଆଜି ଆମେ ଆପଣଙ୍କୁ ମହାଭାରତର ଦ୍ରୌପଦୀ ଭୂମିକା ବିଷୟରେ କିଛି ଅଜଣା କଥା କହିବୁ। ମହାଭାରତରେ ଦ୍ରୌପଦୀ ଭୂମିକାରେ ରୂପା ଗାଙ୍ଗୁଲି ଅଭିନୟ କରିଥିଲେ, ହେଲେ ଏହି ଭୂମିକା ପାଇଁ ପ୍ରଥମେ ଜୁହି ଚାଓ୍ଵଲାଙ୍କୁ ଚୟନ କରାଯାଇଥିଲା ଓ ଏହି ଅଫର୍‍ ଦିଆଯାଇଥିଲା। ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଜୁହି ଏହି ଅଫରକୁ ମନା କରି ଦେଇଥିଲେ।

ସୂଚନା ଅନୁସାରେ, ଜୁହି ଚାଓ୍ଵାଲାଙ୍କ ପାଖରେ ସେହି ସମୟରେ ଅମିର ଖାନଙ୍କ ‘କୟାମତ ସେ କୟାମତ ତକ’ ଚଳଚ୍ଚିତ୍ର ପାଇଁ ମଧ୍ୟ ଅଫର୍‍ ଥିଲା। ତେଣୁ ସେ ଦୌପ୍ରଦୀ ଭୂମିକା ଛାଡ଼ି ଫିଲ୍ମ କରିବାକୁ ପସନ୍ଦ କରିଥିଲେ।

- Advertisement -

ଜୁହିଙ୍କ ପ୍ରତ୍ୟାଖାନ ପରେ ଏହି ଅଫର ରୂପା ଗାଙ୍ଗୁଲିଙ୍କୁ ମିଳିଥିଲା। ପରେ ସେ ଏହି ଭୂମିକାରେ ଜବରଦସ୍ତ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏହାପରେ ସେ ଅଭିନୟ ଦୁନିଆରୁ ବିଦାୟ ନେଇ ରାଜନୀତିରେ ପ୍ରବେଶ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories