www.samajalive.in
Sunday, December 7, 2025
23.1 C
Bhubaneswar

ନିରୋଗ ରହିବାର ସହଜ ଉପାୟ

ସଭିଏଁ ଇଚ୍ଛା କରିଥାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ନିରୋଗ ରହୁ। ମାତ୍ର ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଶରୀରକୁ ନିରୋଗ ରଖିପାରିବା। ଜାଣନ୍ତୁ ତାହା କଣ….
ତମ୍ବାର ପାତ୍ରରେ ପାଣି ପିଇବା ଶରୀର ପାଇଁ ଉତ୍ତମ ଅଟେ। ଏହା ଦ୍ୱାରା ଆମ ହୃଦୟ ସୁସ୍ଥ ରହେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶରୀର ସୁସ୍ଥ ରହିଥାଏ।
ଡ଼ାଇନିଙ୍ଗ୍‍ ଟେବୁଲରେ ଖାଇବା ପରିବର୍ତ୍ତେ ଖାଦ୍ୟ ସର୍ବଦା ଚଟାଣରେ ବସି ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
ଶରୀରରେ ବାଦାମର ତେଲ ଲଗାନ୍ତୁ।
ସର୍ବଦା କମ୍‍ କେମିକାଲ ଥିବା ଖାଦ୍ୟଦ୍ରବ୍ୟ ବ୍ୟବହାର କରିବା ଉଚିତ।
ଅଧିକ ଚାହା କିମ୍ବା କଫି ପିଇବା ଉଚିତ ନୁହେଁ।
ସପ୍ତାହକୁ ଥରେ ଅଥବା ଦୁଇ ଥର ନିମର କାଠିରେ ଦାନ୍ତ ସଫା କରିବା ଉଚିତ। ଏହା ଦ୍ୱାରା ଦାନ୍ତରେ ଥିବା ରୋଗଜୀବାଣୁ ନଷ୍ଟ ହେବା ସହ ପାଟିର ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories